ଫୁଲବାଣୀ,୨୬/୪(ପ୍ରଶାନ୍ତ ପାତ୍ର):କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଳକର ପିରିକୁଡ଼ି ଗ୍ରାମପଞ୍ଚାୟତ ଠାରେ ଆଜି ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ବିଜେପି ନେତା ଆଇନଜୀବୀ ଶ୍ରୀ ସତ୍ୟ ନାରାୟଣ ବେହେରାଙ୍କ ଆହ୍ଵାନ କ୍ରମେ ଜାଗ୍ରତ କନ୍ଧମାଳର ସାଧାରଣ ସମ୍ପାଦକ ଶ୍ରୀ ବିଚିତ୍ର ବିର୍ଜ ପ୍ରଧାନ ଦୁଇ ଶହରୁ ଉର୍ଦ୍ଧ୍ବ ମାସ୍କ ଓ ସାବୁନ ବଣ୍ଟନ କରି ଲୋକଙ୍କୁ ସଚେତନତା କରିଛନ୍ତି। ଏହିଭଳି ସଚେତନତା ଖଜୁରିପଡା ବ୍ଳକର ସବୁ ପଞ୍ଚାୟତରେ ଜାରି ରହିବ ବୋଲି ଲୋକଙ୍କଙ୍କୁ ଶ୍ରୀ ବିଚିତ୍ର ବିର୍ଜ ପ୍ରକାଶ କରିଛନ୍ତି।


















