Friday, November 6, 2026
ADVERTISEMENT
Home ଆଞ୍ଚଳିକ କାଳବୈଶାଖୀରେ ବିଭିନ୍ନ ଜାଗାରେ ଭୀଷଣ ପବନ ସାଙ୍ଗକୁ କୁଆ ପଥର ବର୍ଷା

କାଳବୈଶାଖୀରେ ବିଭିନ୍ନ ଜାଗାରେ ଭୀଷଣ ପବନ ସାଙ୍ଗକୁ କୁଆ ପଥର ବର୍ଷା

402
ADVERTISEMENT

ବାଲିଗୁଡ଼ା,୨୫/୪(ଟିକି ଦଣ୍ଡିଆ):କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାର ବିଭିନ୍ନ ପଞ୍ଚାୟତରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜାଗାରେ ଭୀଷଣ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି ଯାହାଦ୍ୱାରା ବହୁତ କ୍ଷତି ଘଟିଛି, ଏମିତିକି ଗଛ ଭାଙ୍ଗି ଯିବା ଦ୍ଵାରା ବିଦ୍ୟୁତ ସଂଯୋଗ ବାଧାପ୍ରାପ୍ତ ହୋଇଛି ଘରର ଟିଣ ଛପର ଉଡେଇନେବା ସହ ଲୋକେ ନାହିଁ ନଥିବାର ଅସୁବିଧାର ସାମ୍ନା ହୋଇଥିଲେ ବାଲିଗୁଡ଼ା ତହସିଲଦାର କେ ତନ୍ନୟା ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପଲିଥିନ ଦିଆଯାଇଛି I

Advertisement