Friday, November 6, 2026
ADVERTISEMENT
Home ଆଞ୍ଚଳିକ କାଳବୈଶାଖରେ ନାହିଁ ନଥିବା କ୍ଷୟକ୍ଷତି

କାଳବୈଶାଖରେ ନାହିଁ ନଥିବା କ୍ଷୟକ୍ଷତି

403
ADVERTISEMENT

ବାଲିଗୁଡା ,୨୫/୪(ନୀଲେସ କୁମାର ଭୋଇ):ଗୁଡ଼ଭେଲl ବ୍ଲକ ଅଞ୍ଚଳରେ କାଳ ବୈଶାଖୀ ଝଡ଼ ଯୋଗୁଁ ବହୁତ କ୍ଷତି ଘଟିଛି, ରବି ଧାନ ଫସଲ ସହିତ ଏମିତିକି ଏକ ବୃହତ ମହୁଲ ଗଛ ଭାଙ୍ଗି ପଡିଛି I ମହାତ୍ମା ଗାନ୍ଧୀ ଜାତୀୟଗ୍ରାମୀଣ ନିଶ୍ଚିତକର୍ମ ଯୋଜନା ” ଦ୍ଵାରା ଆଦର୍ଶ ଗାଈ ଗୁହାଳ” ଟି ଭାଙ୍ଗି ପଡ଼ିଅଛି I

ଏ ପର୍ଯ୍ୟନ୍ତ ଏହି ଗାଇଗୁହାଲଟି ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ହୋଇ ନ ଥିବା ବେଳେ ଏହା ଦ୍ଵାରା ପ୍ରଚୁର ପରିମାଣରେ ଆର୍ଥିକ କ୍ଷତି ଘଟିଛି I ବିଦ୍ୟୁତ ସଂଯୋଗତା ମଧ୍ୟ ବିଚ୍ଛିନ୍ନ ହୋଇ ଯାଇଅଛି I

Advertisement