Friday, November 6, 2026
ADVERTISEMENT
Home ଆଞ୍ଚଳିକ ସ୍ୱଚ୍ଛତା କିଟ ଓ ମାସ୍କ ପ୍ରଦାନ

ସ୍ୱଚ୍ଛତା କିଟ ଓ ମାସ୍କ ପ୍ରଦାନ

633
ADVERTISEMENT

ବଲାଙ୍ଗୀର,୨୫/୪(ଦେବବ୍ରତ ଗୁରୁ): ଗତକାଲି ବିଶ୍ବ ମହାମାରୀ କୋରନା ବିରୁଦ୍ଧରେ ଲଢେଇର ଆମେ ସମସ୍ତେ ଜଣେ ଜଣେ ସଜାଗ ଓ ସଂଯମ ଯୋଦ୍ଧା । ସାମାଜିକ ଦୂରତା, ସଙ୍ଗରୋଧ ଓ ସ୍ଵଛତାକୁ ବଜାୟ ରଖି ଆମେ ବିଜୟୀ ହେବା,ଏଥିପାଇଁ ସ୍ବଛ ରହିବାର ସଚେତନତା ହେଉଛି ସବୁଠି ଜରୁରୀ ।

ଏହା ସବୁ ସ୍ତରରେ ପାଳନ କରିବାକୁ ପଡ଼ିବ,ଏଥିରେ ମାହେଶ୍ୱରୀର କାର୍ଯ୍ୟ ରେ ପ୍ରଭାବିତ ହୋଇ ବଲାଙ୍ଗୀର ଭାଗ୍ୟଲଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ ଆଗେଇ ଆସି ମାହେଶ୍ୱରୀର ସଦସ୍ୟ ,ସଦସ୍ୟାଙ୍କ ସହ ମିଶି ଟ୍ରକରେ ଲୋଡିଙ୍ଗ ଅନଲୋଡିଙ୍ଗ କରୁଥିବା ବଲାଙ୍ଗୀରରେ ୫୦ ଜଣ ଶ୍ରମିକଙ୍କୁ ସ୍ୱଚ୍ଛତା ପାଳନର ସଚେତନତା ସଙ୍ଗେ ସଙ୍ଗେ ସ୍ୱଚ୍ଛତା କିଟ ଓ ମାସ୍କ ପ୍ରଦାନ କରାଯାଇଛି ଓ ସ୍ୱଚ୍ଛତା ଅବଲମ୍ବନ କରି କୋରନା ମହାମାରୀରୁ ନିଜକୁ ବଞ୍ଚାଇ ପାରିବା ବୋଲି କୁହାଯାଇଛି।

Advertisement