କନ୍ଧମାଳ, ୨୪।୪(ସୁରେଶ କୁମାର ପଣ୍ଡା ): କନ୍ଧମାଳ କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଛାତ୍ର ଛାତ୍ରୀଙ୍କ ଘରକୁ ଯାଇ ପୁସ୍ତକ ଦେବା ନିମନ୍ତେ ଏହା ପ୍ରଦାନ କରାଯାଇଛି ।ଖଜୁରୀପଡ଼ା ବ୍ଲକ ସୁଡ୍ରକୁମ୍ପା ପଞ୍ଚାୟତ ନେଡ଼ିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁ ଓ ଶିକ୍ଷୟତ୍ରୀ ଗୀତାଞ୍ଜଳି ବେହେରା ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚି ପୁସ୍ତକ ଦେବାସହ କରୋନା ପାଇଁ ହାତ ସଫା ପାଇଁ ସାନିଟାଇଜେର ବଣ୍ଟନ କରିବା ସହ ଆବଶ୍ୟକ ହେଲେ ଘର ଭିତରୁ ବାହାରନ୍ତୁ ନ ହେଲେ ସୁରକ୍ଷିତ ରୁହନ୍ତୁ ଏନେଇ ସଚେତନ କରାଇଛନ୍ତି ।


















