କନ୍ଧମାଳ, ୨୪।୪(ସୁରେଶ କୁମାର ପଣ୍ଡା): କରୋନା ପାଇଁ ଗରିବ ଓ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିବା ପାଇଁ ଏହାକୁ ଠିକ ରୂପେ ଦିଆହେଉଛି କି ନାହିଁ ତାହାର ସମୀକ୍ଷା କରିଛନ୍ତି । ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ବ୍ଲକ ଅଧ୍ୟକ୍ଷ ଖଜୁରୀପଡ଼ା ବ୍ଲକ ବଳସକୁମ୍ପା ପଞ୍ଚାୟତ ଠାରେ ପହଞ୍ଚି ରନ୍ଧା ଖାଦ୍ୟ ବାଣ୍ଟିବା ସହ ଲୋକଙ୍କୁ କରୋନା ପାଇଁ ସଚେତନ କରାଇଛନ୍ତି ।


















