Friday, September 18, 2026
ADVERTISEMENT
Home ଖୋର୍ଦ୍ଧା ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

419
ADVERTISEMENT

ଭୁବନେଶ୍ୱର, ୨୧।୪ (ବ୍ୟୁରୋ) : ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେ ୪୪ ନମ୍ବର ଆକ୍ରାନ୍ତ ଏବଂ କିଛି ଦିନ ତଳେ ଓଡ଼ିଶାର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ଲାଗି ପଶ୍ଚିମବଙ୍ଗ ମେଦିନିପୁରରୁ ଆସିଥିଲେ। ତେବେ ସେ କରୋନାରୁ ସୁସ୍ଥ ହୋଇଥିଲେ ବି ତାଙ୍କର ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇ ନ ଥିଲା। ମଙ୍ଗଳବାର ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisement