Friday, September 25, 2026
ADVERTISEMENT
Home ଆଞ୍ଚଳିକ ବିଧାୟକଙ୍କ ଏକ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ

ବିଧାୟକଙ୍କ ଏକ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ

611
ADVERTISEMENT

କନ୍ଧମାଳ, ୨୧।୪(ପ୍ରଶାନ୍ତ ପାତ୍ର): ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ଦରମା ପ୍ରଦାନ କରିବା ସହ ଓ ମାସ୍କ, ସାନିଟାଇଜେର ମଧ୍ୟ୍ୟ ଦେଇଛନ୍ତି । ଏହାକୁ ଫିରିଙ୍ଗିଆ ଜିଲ୍ଲାପରିଷଦ ସଭ୍ୟା ଓ ବିଧାୟକ ଫିରିଙ୍ଗିଆ ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି ।

Advertisement