ପାତ୍ରପୁର,୨୧/୪(ଋଷିକେଶ ବେହେରା):ଜରଡ଼ା ଥାନା ପୋଲିସ କୋରନା ଲକଡାଉନ ସମୟରେ କାର୍ଯ୍ୟରତ ଥିବା ସମୟରେ ସୂଚନା ମତାବକ ଚୋରାମଦ ବେପାରୀ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ତତ୍ତ୍ୱବୋଧାନରେ ଆଜି କନ୍ଦ ବିଜୟୀପୁର ନିକଟସ୍ଥ ମଦଭାଟି ଛଡେଇ ଗାଁ, ସୁନରୀବାଡ଼ ଓ ଇଲାକାକୁ ଚଡାଉକରି ମଦଜବତ କରିବା ସହ ହଜାରେ ଲିଟର ମଦ ପୋଚ ନଷ୍ଟ କରିଥିବା ବେଳେ ୬ଟି ବାଇକ ଜବତ କରାଯାଇଛି ଅବକାରୀ ବିଭାଗ ସହାୟତାରେ ଏକ ରନ୍ଧା ମଦ ଭାଟି ସିଲ ସହ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲଦାର ଡ଼. ଶ୍ରୀନିବାସ ବେହେରା ସ୍ୱଚନା ଦେଇଛନ୍ତି I


















