Thursday, November 5, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଭାରତୀୟ ଜନତା ୟୁବ ମୋର୍ଚ୍ଚା ତରଫରୁ ଆସ୍କା ରୋଡ ମଣ୍ଡଳ ଠାରେ ସୁଖିଲ...

ବ୍ରହ୍ମପୁର ଭାରତୀୟ ଜନତା ୟୁବ ମୋର୍ଚ୍ଚା ତରଫରୁ ଆସ୍କା ରୋଡ ମଣ୍ଡଳ ଠାରେ ସୁଖିଲ ଖାଦ୍ୟ ବଣ୍ଟନ

495
ADVERTISEMENT

ବ୍ରହ୍ମପୁର, ୨୦/୦୪ (ଗୁରୁପ୍ରସାଦ ପଟନାୟକ) ; ଭାରତୀୟ ଜନତା ପାର୍ଟି ର ନିର୍ଦେଶନୁ କ୍ରମେ ବ୍ରହ୍ମପୁର ଭାରତୀୟ ଜନତା ୟୁବ ମୋର୍ଚ୍ଚା ତରଫରୁ ଆସ୍କା ରୋଡ ମଣ୍ଡଳ ଠାରେ ସୁଖିଲ ଖାଦ୍ୟ ବଣ୍ଟନ କାର୍ୟ୍ୟକ୍ରମ ଜରିଆରେ ୪୦ଜଣଙ୍କୁ ବଣ୍ଟନ କରାଗଲା. ଏହି ବଣ୍ଟନ କାର୍ୟ୍ୟ ସୋସିଆଲ ଡିଷ୍ଟାନ୍ସ, ପରିଷ୍କାର ପରିଛନ କୁ ଭିର୍ତ୍ତି କରି କାର୍ୟ୍ୟକ୍ରମ କୁ ସୁଚାର ରୂପେ ସମ୍ପୂର୍ଣ କରାଯାଇଛି. ଏଥିରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସଭାପତି କାହ୍ନୁ ଚରଣ ପତି, ଉପସଭାପତି ପ୍ରଭାତ ଷଡ଼ଙ୍ଗୀ,ସମାଜସେବୀ ସନ୍ତୋଷ କୁମାର ମହାନ୍ତି,ଭାସ୍କର ସାହୁ, ବିଭୁ ପ୍ରାସାଦ ଆଚାରି, ଆସ୍କା ରୋଡ ମଣ୍ଡଳ ର ପୂର୍ବତନ ସଭାପତି ତ୍ରିନାଥ ମହାପାତ୍ର,ପୂର୍ବତନ କାଉଁଶିଲର ପାର୍ଥି ରଶ୍ମି ରଞ୍ଜନ ପାଳ ଓ ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ କିରଣ କୁମାର ସାହୁ, ଆସ୍କା ରୋଡ ମଣ୍ଡଳ ୟୁବ ମୋର୍ଚ୍ଚା ସଭାପତି ମଧୁ ସୁଦନ ସାହୁ, ଉପସଭାପତି କମଲ କୁମାର ପାତ୍ର, ଚନ୍ଦନ ସାହୁ ଓ ଡି କରୁଣା କର,ବିଜୟ ଗୋପାଳ,ରବୀନ ସାହୁ, ନୁରସିଂହ ସାହୁ, ସୁଶାନ୍ତ ବେହେରା, ରାକେଶ ସାବତ,ପ୍ରଭାତ ପ୍ରତିନିଧି, ଦିନେଶ ଗୌଡ଼,ସନ୍ତୋଷୀନି ସାହୁ ଙ୍କ ସମେତ ପ୍ରମୁଖ କାର୍ୟ୍ୟକର୍ତା ଉପସ୍ଥିତ ଥିଲେ I

Advertisement