Friday, November 6, 2026
ADVERTISEMENT
Home ଆଞ୍ଚଳିକ କରୋନାର ସଚେତନ ପାଇଁ ଗ୍ରାମବାସିଙ୍କ ଅଭିନଵ ପ୍ରୟାସ

କରୋନାର ସଚେତନ ପାଇଁ ଗ୍ରାମବାସିଙ୍କ ଅଭିନଵ ପ୍ରୟାସ

438
ADVERTISEMENT

ବାଲିଗୁଡ଼ା,୨୦/୪(ଟିକି ଦଣ୍ଡିଆ):କନ୍ଧମାଳ କରୋନାର ଭୁତାଣୁ ଦିନକୁ ଦିନ ସଂକ୍ରମିତ ହେବାରେ ଲାଗିଛି ଏହାର ମୁକାବିଲା ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଯାଇଛି ଏହି ଲକଡାଉନ କଡ଼ାକଡ଼ି କରିବା ପାଇଁ ଗ୍ରାମବାସୀ ମିଳିମିଶି ଏକତ୍ର ହୋଇ ଲାଗି ପଡ଼ିଛନ୍ତି ,ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତ ଓ ଦଡ଼ଗଙ୍ଗିଆ ପଞ୍ଚାୟତ I ଏହି ୨ ପଞ୍ଚାୟତ କଳାହାଣ୍ଡି ଜିଲ୍ଲାର ପଡ଼ୋଶୀ ହୋଇଥିବାରୁ ଏହାର ସୀମା ସିଲ କାରାଯାଇଛି I

Advertisement