Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳନ

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳନ

487
ADVERTISEMENT

କ.ନୂଆଗାଁର, (କନ୍ଧମାଳ)୧୮/୦୪ (କେ.ନାଗେଶ୍ୱର ପାତ୍ର) : ବିଜୁ ଜନତା ଦଳ କାର୍ଯ୍ୟାଳୟ କ ନୂଆଗାଁ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି କରୋନା ପାଇଁ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ନିଡ଼ାମ୍ବର ଭାବେ ପାଳନ କରାଯାଇଛି ପ୍ରଥମେ ବିଜୁ ବାବୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯିବା ପରେ ବିଜୁବାବୁଙ୍କ ସ୍ମୃତି ଉପରେ ଅଭିଭାଷଣ ଦେଇଥିଲେ ଏହି ଶ୍ରାଦ୍ଧ ଦିବସରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ କରୋନା ଭୁତାଣୁକୁ ମୁକାବିଲା ପାଇଁ ଆସିଥିବା ନେତା ଓ କର୍ମୀଙ୍କୁ ନିଜେ ସଚେତନ ରହିବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ କହିଥିଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର I

Advertisement