ତୁମୁଡ଼ିବନ୍ଧ,୧ ୮/୪(ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ):ନିଜ ବାସଗୃହରେ ପାଳନ କଲେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ
କନ୍ଧମାଳ ସାରାଦେଶରେ ଲକଡାଉନ ଯୋଗୁଁ ନୀଡ଼ାମ୍ବର ସହ ପାଳନ କରିବା ପାଇଁ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତିପୂର୍ଣ୍ଣ ଭାବରେ ବାଲିଗୁଡ଼ା ପୂର୍ବତନ ବିଧାୟକ ଶ୍ରୀ ରାଜୀବ ପାତ୍ର ନିଜ ବାସଗୃହ ତୁମୁଡ଼ିବନ୍ଧରେ ପାଳନ କଲେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ବିଜୁବାବୁଙ୍କ ଫୋଟରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରିଥିଲେ I


















