ବାଲିଗୁଡା,୧୮/୪(ସୁରେଶ କୁମାର ପଣ୍ଡା):କନ୍ଧମାଳ କରୋନା ଭୁତାଣୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଓ ଦେଶ, ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଏହି ମହାମାରୀ ରୋଗକୁ ରୋକିବା ଲୋକଙ୍କୁ ସଚେତନ କରାଯାଉଛି ଏଭଳି ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ ସାଇନ ପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମରେ ପହଞ୍ଚି ଲୋକଙ୍କୁ ସଚେତନ କରାଇବା ସହ ଜରୁରୀ କାମ ଥିଲେ ଘରୁ ବାହାରନ୍ତୁ ନ ହେଲେ ଘରେ ରୁହନ୍ତୁ, ଯଦି ବାହାରନ୍ତି ମାସ୍କ ପିନ୍ଧି ବାହାରନ୍ତୁ, ୨୦ସେକେଣ୍ଡ ପର୍ଯ୍ୟନ୍ତ ହାତଧୂଅନ୍ତୁ ବାର୍ତ୍ତା ଦେଇଥିବା ସହ ମାସ୍କ ବଣ୍ଟନ କରାଯାଇଥିଲା ବାଲିଗୁଡ଼ା ବିଧାୟକଙ୍କ ସମେତ ବାଲିଗୁଡ଼ା ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର ରଞ୍ଜିତ, ସ୍ଥାନୀୟ ସରପଞ୍ଚ କୁମୁଦ ମଲିକ ଯୋଗଦେଇ ଲୋକଙ୍କୁ କରୋନା ପାଇଁ ଶପଥ ପାଠ କରାଇଥିଲେ I


















