ବଲାଙ୍ଗୀର ,୧୭/୪,(ସୁନିଲ ତ୍ରିପାଠୀ):ଜୀବନବିଦୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ତଥା ବିଜୁ ଜନତା ଦଳ ଓଡିଶାର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱନରେ ସମାଜର ସବୁବର୍ଗର ଜନସାଧାରଣ ସ୍ବେଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି।
ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ବରେ ଓ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ସଂଯୋଜନାରେ ଲୋଇସିଂଘା ଠାରେ ଅନୁଷ୍ଠିତ ହୋଇଛି ।ଏଥିରେ ମୋଟ ୩୩ଜଣ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ସମସ୍ତ ରକ୍ତଦାତା ମାନଙ୍କୁ ବିଜୁ ଜନତା ଦଳ ଲୋଇସିଂହା ତରଫରୁ ଅନେକ ଅନେକ ଧନ୍ୟବାଦ ଦିଆଯାଇଥିଲା ।


















