Friday, November 6, 2026
ADVERTISEMENT
Home ଆଞ୍ଚଳିକ ଏଏନଏସି ଅଧକ୍ଷଙ୍କ ଦ୍ୱାରା ମାସ୍କ ବଣ୍ଟନ I

ଏଏନଏସି ଅଧକ୍ଷଙ୍କ ଦ୍ୱାରା ମାସ୍କ ବଣ୍ଟନ I

461
ADVERTISEMENT

କନ୍ଧମାଳ, ୧୭/୪(ଟିକି ଦଣ୍ଡିଆ)-କନ୍ଧମାଳ ବାଲିଗୁଡ଼ା ଲଣ୍ଡକେତା ଗ୍ରାମରେ ପହଞ୍ଚି କରୋନା ପାଇଁ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ ଏହି ଗ୍ରାମକୁ ଯିବାକୁ ହେଲେ ନଦୀ ପାର ହୋଇ ଯିବାକୁ ପଡିଥାଏ କିନ୍ତୁ ଭୟ ନକରି ନଦୀ ପାର ହୋଇ ଲୋକଙ୍କ ପାଖରେ ପହଞ୍ଚି କରୋନା ପାଇଁ ଲୋକଙ୍କୁ ସଚେତନ କରିବାସହ ମାସ୍କ ବାଣ୍ଟିଥିଲେ ବାଲିଗୁଡ଼ା ଏନଏଏସି ଅଧକ୍ଷ ଲୋକନାଥ ପାଢ଼ୀ, କାଉନ୍ସିଲର ବରଦା ପ୍ରସାଦ ମିଶ୍ର, ଜୟନ୍ତୀ ଜେନା, ନାରାୟଣ ଡାକୁଆ, ଅବନୀ ନାୟକ, ଅର୍ଜୁନ ନାୟକ, ଶିରୀଶ ପ୍ରଧାନ, ପରିମଳ ଅଧିକାରୀ ରାଜ କିଶୋର ସାହୁ କୁମାର ସାହୁ ଆମ ଗ୍ରାମରେ ପହଞ୍ଚି ସଚେତନ କରିଥିବାରୁ ଗ୍ରାମବାସୀ ବହୁତ ଖୁସି ଅନୁଭବ କରିବା ସହ ଧନ୍ୟବାଦ ଦେଇଥିଲେ I

Advertisement