Saturday, September 19, 2026
ADVERTISEMENT
Home ଆଞ୍ଚଳିକ କୋଭିଡ-୧୯ ଚିକିତ୍ସାଲୟ ଉଦଘାଟନ

କୋଭିଡ-୧୯ ଚିକିତ୍ସାଲୟ ଉଦଘାଟନ

857
ADVERTISEMENT

କନ୍ଧମାଳ, ୧୪/୦୪ (ସୁରେଶ କୁମାର ପଣ୍ଡା) : ଆଜି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜି.ଏନ.ଏମ ତାଲିମ କେନ୍ଦ୍ରରେ କୋଭିଡ ୧୯ ଚିକିତ୍ସାଳୟ ଉଦଘାଟନ ହୋଇଯାଇଛି ଏହାକୁ ଆଜି କନ୍ଧମାଳ ଜିଲ୍ଲାପାଳ ଡ଼ା. ବୃନ୍ଦା ଡ଼ି ଉଦଘାଟନ କରିବା ସହ କାର୍ୟ୍ୟକ୍ଷମ ମଧ୍ୟ କରାଯାଇଛି ଏହି ଚିକିତ୍ସାଲୟରେ କରୋନା ଆକ୍ରାନ୍ତଙ୍କ ପାଇଁ ମୋଟ ୧୫୦ଟି ଆଇସୋଲେସନ ଶଯ୍ୟା ଥିବାବେଳେ ୧୦ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା ହୋଇଛି ଏହାଦ୍ୱାରା କନ୍ଧମାଳବାସି ବିଶେଷ ଭାବେ ଉପକୃତ ହୋଇପାରିବେ I

Advertisement