Friday, November 6, 2026
ADVERTISEMENT
Home ଆଞ୍ଚଳିକ ଲକଡାଉନକୁ ଅବମାନନା କରି ଦଣ୍ଡ ପାଇବା ସହ କିଛି ଜାଗାରେ ମହୁଲି ଜବତ

ଲକଡାଉନକୁ ଅବମାନନା କରି ଦଣ୍ଡ ପାଇବା ସହ କିଛି ଜାଗାରେ ମହୁଲି ଜବତ

939
ADVERTISEMENT

କନ୍ଧମାଳ,୧୨/୪(ସୁରେଶ କୁମାର ପଣ୍ଡା):କରୋନାର ମୁକାବିଲା ପାଇଁ ସାରା ଦେଶ ଚିନ୍ତାରେ ଦିନକୁଦିନ ବଢ଼ି ଚାଲିଛି ଏହାକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ପୋଲିସ ପ୍ରଶାସନ ତରଫରୁ କରୋନା ସଚେତନ ପାଇଁ ଜୋରଦାର ପ୍ରୟାସ ଚାଲୁରହିଛି କିଛି ଦୁର୍ବୁତ୍ତ ଏହାକୁ ଉଲଘଂନ କରି ଦଣ୍ଡ କରିଥିବାରୁ ଦଣ୍ଡ ଭୋଗିବାକୁ ପଡ଼ିଥିବାର ଦେଖିବାକୁ ମିଳିଛି I

ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଓ ରୁତୁଙ୍ଗିଆ ପଞ୍ଚାୟତରେ ମହୁଲି ପୋଚ ଜବତ କରାଯିବା ସହ କେତେକ ଗ୍ରାମରେ କ୍ରିକେଟ ଖେଳ ଚାଲିଥିଲା ଘଟଣା ସ୍ଥଳରେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ପହଞ୍ଚି କ୍ରିକେଟ ଖେଳୁଥିବା ପିଲାଙ୍କୁ ଉୱିକେଟ ହାତରେ ଧରାଇ ରାସ୍ତାରେ ଚଲେଇ ଚଲେଇ କରୋନା ଉପରେ ସଚେତନ କରାଇବା ସହ ଗ୍ରାମାଞ୍ଚଳରେ ମାସ୍କ ବଣ୍ଟନ କରାଯାଇଛି

Advertisement