Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଵି.ନୂଆଗାଁ ଯୁବଗୋଷ୍ଠୀ ଦ୍ଵାରା ଖାଦ୍ୟ ବଣ୍ଟନ

ଵି.ନୂଆଗାଁ ଯୁବଗୋଷ୍ଠୀ ଦ୍ଵାରା ଖାଦ୍ୟ ବଣ୍ଟନ

348
ADVERTISEMENT

ପାତ୍ରପୁର, ୧୨/୪(ଋଷିକେଶ ବେହେରା):ପାତ୍ରପୁର ମହାମାରୀ ସାରା ଦେଶରେ କରୋନା ମୁକାବିଲା ସଂକ୍ରମଣ କାୟା ବିସ୍ତାର କରିଥିବା ବେଳେ କରୋନା ଲକଡାଉନ ଆଖି ଆଗରେ ରଖି ପାତ୍ରପୁର ବ୍ଲକ ଵି. ନୂଆଗାଁ ଗ୍ରାମର ଯୁବଗୋଷ୍ଠୀ ଅଣ୍ଟା ଭିଡିଛନ୍ତି ଗରିବ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ I ଲକଡାଉନ ଚାଲି ଥିବା ବେଳେ ଵି. ନୂଆଗାଁ ଜୟଦୁର୍ଗା ଯୁବକ ସଂଘ କିଛି ସମାଜ ସେବୀ ମାନଙ୍କୁ ନେଇ ସଭାପତି ସନ୍ତୋଷ କୁମାର ପାଢ଼ୀ ଓ ସମ୍ପାଦକ ଅନିଲ କୁମାର ପାଢ଼ୀ ସଂଙ୍ଘର ସମସ୍ତ ସଦସ୍ୟଙ୍କୁ ଏକତ୍ରିତ କରି ନିଜ ଗ୍ରାମରେ ଓ ଆନ୍ଧ୍ର ସୀମାନ୍ତ ଥିବା ଇଚ୍ଛାପୁର ଠାରେ ଥିବା ସରକାରୀ ହସ୍ପିଟାଲ ଓ ଆଖ ପାଖରେ ଥିବା ଲୋକ ମାନଙ୍କୁ ରୋଷଇ କରି ଖାଦ୍ୟ ଯୋଗାଉଥିବା ବେଳେ ଏଥିରେ ଚେତନା କୁମାର ରାଉଳ, ପ୍ରଶାନ୍ତ କୁମାର, ଶିକୁ, ସରୋଜ, ସଦାଶିବ, ରାକେଶ, ଶିବ ବଡତ୍ୟା, ଆରୀୟାନ ପଣ୍ଡା ପ୍ରଶାନ୍ତ, ଦୃଗା ପାଢ଼ୀ ସହଯୋଗ କରିଥିଲେ I

Advertisement