ବଲାଙ୍ଗୀର, ୧୨/୪(ସୁନିଲ ତ୍ରିପାଠୀ):ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ “ଝାର-ବଲାଙ୍ଗୀର” ଗ୍ରାମରେ ଛତିଶଗଡ଼ ରୁ ଆସି ଏଠାରେ ରହୁଥିବା ୬ଜଣ ପରିବାର ସମୁଦାୟ ୩୦ ଜଣଙ୍କୁ ମାସ୍କ ଦିଆଗଲା । ସେମାନେ ଝାଡୁ ବିକ୍ରି କରିକି ନିଜ ପରିବାର ର ଭରଣ ପୋଷଣ କରନ୍ତି । ତା ସହ ଲକ ଡାଉନ ପର୍ଯ୍ୟନ୍ତ ତାଙ୍କୁ ଖାଇବା ରେ କିଛି ଅସୁବିଧା ହେଲେ ଆମେ ଯୋଗାଇଦେବୁ ବୋଲି ପ୍ରତିଶୃତି ଦେଇଛୁ । “ଅସହାୟ ମୁହଁ ରେ ହସଫୁଟେଇବା ପାଇଁ ଆମେ ସଂକଳ୍ପବଦ୍ଧ”।


















