ଏପ୍ରିଲ ୩୦ ପର୍ୟ୍ୟନ୍ତ ରାଜ୍ୟ ରହିବ ଲକଡାଉନ

289
ADVERTISEMENT

ଭୁବନେଶ୍ୱର, ୯/୪ (ଡ଼ି ଏଚ) : ଲକଡାଉନ ଏପ୍ରିଲ ୩୦ ତାରିଖ ପର୍ୟ୍ୟନ୍ତ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ନିଷ୍ପତି। ଭିଡିଓ ବାର୍ତ୍ତା ଜାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ଏପ୍ରିଲ ୧୪ ତାରିଖ ଦିନ ଶେଷ ହେଉଥିବା ଲକଡାଉନକୁ ଆଉ ୧୫ ଦିନ ବୃଦ୍ଧି କରିବା ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ଆଲୋଚନା ହୋଇଥିଲା ଓ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଲକଡାଉନ ସମୟସୀମାକୁ ଆଉ ୧୫ ଦିନ ବୃଦ୍ଧି କରିବା ପାଇଂ କ୍ୟାବିନେଟରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ସହମତି ହୋଇଥିଲା

Advertisement