Thursday, November 5, 2026
ADVERTISEMENT
Home ଆଞ୍ଚଳିକ କରୋନା ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅସହାୟ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

କରୋନା ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅସହାୟ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

634
ADVERTISEMENT

କୋଟଗଡ଼,୮/୪(ନଳିନୀ କାନ୍ତ ମିଶ୍ର):କନ୍ଧମାଳ କରୋନା ପାଇଁ ରାଜ୍ୟରେ ଲକଡାଉନ ଥିବା ଯୋଗୁଁ ବଜାର, ଗାଡ଼ି, ହୋଟେଲ ସମସ୍ତ ବନ୍ଦ ରହୁଛି ଯାହା ଫଳରେ ରାଜ୍ୟ ସରକାର ଘୋଷଣା କରିଛନ୍ତି ପ୍ରତ୍ୟେକ ପଞ୍ଚାୟତ ରେ ଗରିବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବା ପାଇଁ ଏହା ୨ ଦିନହେଲା କୋଟଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରାଣୀ ଲକ୍ଷ୍ମୀବାଇ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରତିଦିନ ୧୪୭ରୁ ଅଧିକ ଗରିବ ବୃଦ୍ଧା ବୃଦ୍ଧ ଓ ଅନ୍ୟ ରାଜ୍ୟର ରହି ଯାଇଥିବା କିଛି ଲୋକଙ୍କୁ ଖାଇବାକୁ ଦିଆଯିବା ସହ ଚାଲି ଆସିପାରୁନଥିବା ଲୋକଙ୍କୁ ଘରକୁ. ନିଆଯାଇ ଖାଇବାକୁ ଦିଆଯାଉଛି ଏହା ଲକଡାଉନ ଯେଉଁ ପର୍ଯ୍ୟନ୍ତ ଉଠିନାହିଁ ସେ ପର୍ଯ୍ୟନ୍ତ ଏହା ଚାଲୁରହିବ I

Advertisement