Friday, November 6, 2026
ADVERTISEMENT
Home ଆଞ୍ଚଳିକ ରନ୍ଧା ଦେଶୀମଦ ଜବତ

ରନ୍ଧା ଦେଶୀମଦ ଜବତ

307
ADVERTISEMENT

ବଲାଙ୍ଗୀର,୦୮/୦୪/(ଦେବବ୍ରତ ଗୁରୁ):ଆଜି କଣ୍ଟାବାଞ୍ଜି ବ୍ଲକ ଅନ୍ତର୍ଗତ ମାକଡ଼ଚୁଆଁ ଗ୍ରାମ ଡେମ ପାଖରୁ ଜବତ ହୋଇଛି ଦେଶୀ ରନ୍ଧା ମଦ l କଣ୍ଟାବାଞ୍ଜି ଅବକାରୀ ନିରୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ପଣ୍ଡାଙ୍କ ନ୍ରେତୁତ୍ୱରେ ଚଢ଼ାଉକରି ୧୨୦୦ କିଲୋ ମହୁଲ ପୋଚ, ୧୫୦ ଲିଟର ହାତରନ୍ଧା ଦେଶୀମଦ ଏବଂ ୪ ସେଟ ରନ୍ଧା ସାମଗ୍ରୀ l ଏବଂ ତୁରେକେଲା ଥାନା ଅନ୍ତର୍ଗତ ମହୁଲବାହାଲି ଚେୟାରମ୍ୟାନ ପଡା ଠାରେ ୮୦ କିଲୋ ମହୁଲ ପୋଚ ଏବଂ ୫ ଲିଟର ରନ୍ଧା ମଦ ଜବତ କରାଯାଇଥିଲା l ଏହି ଚଢ଼ାଉରେ କଣ୍ଟାବାଞ୍ଜି OIC ସୁବିନ୍ଦ ବାଗ, ବଙ୍ଗୋମୁଣ୍ଡା OIC ଗୋବର୍ଦ୍ଧନ ରଣା, ASI ଅଲେଖ ପୁଟେଲ ଏବଂ ସିପାହୀ ପ୍ରଫୁଲ୍ଲ ନାଗ, ଆର୍ତତ୍ରାଣ ବହିଦାର,ମମତା ବେହେରା ଏବଂ ଦୁଲେଶ୍ୱର କୁମୁରା ଭାଗ ନେଇଥିଲେ l

Advertisement