Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗ୍ରାହକ ସେବାରେ ସଉଦା କିଣିବାକୁ ଯାଇ ୪ଜଣ ଦୋକାନୀ ଗିରଫ

ଗ୍ରାହକ ସେବାରେ ସଉଦା କିଣିବାକୁ ଯାଇ ୪ଜଣ ଦୋକାନୀ ଗିରଫ

340
ADVERTISEMENT

କନ୍ଧମାଳ, ୮/୪(ସୁରେଶ କୁମାର ପଣ୍ଡା):କନ୍ଧମାଳ ରାଜ୍ୟରେ ଲକଡାଉନ ଓ ସଟଡାଉନ ଚାଲିଛି ହେଲେ ଏହାକୁ ଅମାନ୍ୟ କରି କେତେକ ଛୋଟ ଦୋକାନୀ ସଉଦା ବିକିବାରେ ବ୍ୟସ୍ତ ଥାନ୍ତି ଏମିତି ଦେଖିବାକୁ ମିଳିଛି ବାଲିଗୁଡ଼ା ଏନଏଏସି ଆନଟସାହିରେ ଗତକାଲି ରାତିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମାନସ ରଞ୍ଜନ ବାରିକ ଗ୍ରାହକ ବେଶରେ ଯାଇ ବିଭିନ୍ନ ଦୋକାନରୁ ସଉଦା କିଣିଥିବା ସହ ଗିରଫ କରିଥିଲେ ଏହି ଚାରିଜଣଙ୍କୁ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଏକ ମାମଲା ନମ୍ବର 70/20ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି I

Advertisement