Friday, November 6, 2026
ADVERTISEMENT
Home ଆଞ୍ଚଳିକ ସାହି ସାହିରେ ଗୀତ ଗାଈ ସଚେତନ କରାଇଲେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ

ସାହି ସାହିରେ ଗୀତ ଗାଈ ସଚେତନ କରାଇଲେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ

365
ADVERTISEMENT

ବାଲିଗୁଡ଼ା, ୮/ ୪(ଟିକି ଦଣ୍ଡିଆ):କନ୍ଧମାଳ କରୋନାର ସଚେତନ ପାଇଁ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଏକ ସଂଗୀତ ଲେଖିଥିଲେ ଏହାକୁ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ କଣ୍ଠରେ ସଙ୍ଗୀତ ଗାନରେ ଏକ ଆଲବମ ଗୀତ ମୁକ୍ତିଲାଭ କରାଯାଇଥିଲା ଏହି ଗୀତକୁ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଗତକାଲି ରାତିରେ ବାଲିଗୁଡ଼ାର ବନ୍ଧସାହିରେ ପ୍ରଥମେ ଗୀତ ଗାଇବା ପରେ ସୁନାପାଙ୍ଗା, ନେହୁରୁ ଛକରେ ନିଜେ ଗୀତ ଗାଈ ଶୁଣେଇବା ସହ ଲୋକଙ୍କୁ ସଚେତନ କରାଇଥିଲେ ଏହା ଆଗକୁ ପ୍ରତି ଗାଁ ଓ ବ୍ଲକରେ ଗୀତ ମାଧ୍ୟମରେ ସଚେତନ କରାଯିବ ଏହି ଗୀତ ଶୁଣିବା ପରେ ଲୋକଙ୍କ ମନରେ ଉତ୍କଣ୍ଠା ହୋଇଛିI

Advertisement