Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ କରୋନା ପାଇଁ ସଚେତନତା

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ କରୋନା ପାଇଁ ସଚେତନତା

248
ADVERTISEMENT

କନ୍ଧମାଳ, ୮/୪(ସୁରେଶ କୁମାର ପଣ୍ଡା):କନ୍ଧମାଳ କରୋନା ପାଇଁ ସାରାରାଜ୍ୟ ଲକଡାଉନ ହୋଇଛି ଦିନ ଦିନ ବଢ଼ି ଚାଲିଥିବାରୁ ଆଜି ସକାଳୁ କନ୍ଧମାଳ ଜିଲ୍ଲାପାଳ ଡ଼ି ବୃନ୍ଦା ଓ ଆରକ୍ଷୀ ଅଧିକାରୀ ପ୍ରତୀକ ସିଂ ଫୁଲବାଣୀ ସଦର ମହକୁମାରେ ସମସ୍ତ କିରାଣୀ ଦୋକାନ , ପରିବା ଦୋକାନ ଓ ଉଠା ଦୋକାନୀ ବ୍ୟବସାୟୀଙ୍କ ପାଖରେ ପହଞ୍ଚି ସଚେତନ କରିଛନ୍ତି ଆସୁଥିବା ଗ୍ରାହକଙ୍କୁ ଘରୁ ଆସିବା ବେଳେ ମାସ୍କ, ରୁମାଲ ପିନ୍ଧି ଜିନିଷ କିଣିବା ପାଇଁ ଆସନ୍ତୁ ଏହା ସହ ୨ମିଟର ସାମାଜିକ ଦୂରତା ରକ୍ଷାକରି ଠିଆ ହୁଅନ୍ତୁ ଆସୁଥିବା ଗ୍ରାହକଙ୍କୁ ବୁଝାନ୍ତୁ ଏହାକୁ ଯଦି ଏହାକୁ କିଏ ଅବମାନନା କରନ୍ତି ତାହାହେଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ I

ଏହି ନିୟମ କୁ ମାନନ୍ତୁ ଓ ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରନ୍ତୁ ନହେଲେ ଘରେ ସୁରକ୍ଷିତ ରୁହନ୍ତୁ I

Advertisement