Saturday, September 19, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ୱାର୍ଡ ନମ୍ୱର୍-୨୫ରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ୱାର୍ଡ ନମ୍ୱର୍-୨୫ରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

314
ADVERTISEMENT

ବ୍ରହ୍ମପୁର, ୭/୪ (ବ୍ୟୁରୋ) : ଗୋଷାଣୀନୁଆଗାଁ ନିକଟସ୍ଥ ଚଣ୍ଡୀ ମନ୍ଦିର ପାଗଣରେ (ୱାର୍ଡ ନମ୍ୱର୍-୨୫) ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ପ୍ରତେକ ହିତାଧିକାରୀଙ୍କୁ ୫୦୦ ଟଙ୍କା ହିସାବରେ ୪ ମାସର ୨୦୦୦ ଟଙ୍କା ଭତ୍ତା ପ୍ରଦାନ ବେଳେ ମହାନଗର ନିଗମର କର ସନଗ୍ରIହକ ଦାଶରଥି ନାୟକ, ସିଓ କବିତା କୁମାରୀ ପାତ୍ର, ଏଇ ତପନ କୁମାର ରୟେଙ୍କ ସମେତ ସ୍ବେଚ୍ଛାସେବୀ ରବୀନ୍ଦ୍ର କୁମାର ସାହୁ, ସୁନୀତା କୁମାରୀ ପଣ୍ଡା, ସବିତା ଶତପଥୀ, ପ୍ରମିତା ପାତ୍ର ଏବଂ ଝରଣା ନାହୋକ ଉପସ୍ଥିତ ରହି ସୁଙ୍ଖଳିତ ସହ କାର୍ଯ୍ୟ ସମ୍ପାଦନ କରିଥିଲେ ।


ୱାର୍ଡ ନମ୍ୱର୍ ୨୫ର ସ୍ବେଚ୍ଛାସେବୀ ରବୀନ୍ଦ୍ର କୁମାର ସାହୁ ହିତାଧିକାରୀଙ୍କୁ କରୋନା ସଂକ୍ରମଣ ବିଷୟରେ ସଚେତନତା କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅନୁରାଧା କରିଥିଲେ ।

Advertisement