ମହାବୀର ଜୟନ୍ତୀ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

258
ADVERTISEMENT

ନୂଆଦିଲ୍ଲୀ, ୭/୪ (ପିଆଇବି) : ମହାବୀର ଜୟନ୍ତୀ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ସମସ୍ତ ଦେଶବାସୀଙ୍କୁ ମହାବୀର ଜୟନ୍ତୀ ଉପଲକ୍ଷେ ଶୁଭକାମନା । ସତ୍ୟ,ଅହିଂସା,ତ୍ୟାଗ ଓ ତପସ୍ୟା ଉପରେ ଆଧାରିତ ତାଙ୍କ ଜୀବନ ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ । ”

Advertisement