ବଲାଙ୍ଗୀର,୦୭/୪/ (ସୁନିଲ ତ୍ରିପାଠୀ)- ଆଜି ମାନ୍ୟବର ମହିଳା ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ବାର୍ତ୍ତାରେ ଅନୁପ୍ରାଣିତ ହୋଇ ସଁଇତଳା ବ୍ଳକ ବିଜୁ ଯୁବ ବାହିନୀ ଟିଟିଲାଗଡ ରକ୍ତ ଭଣ୍ଡାରରେ ରକ୍ତ ଦାନ କରୁଛନ୍ତି ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ ଜରିଆରେ ୨୧୦୦୦ ଟଙ୍କା ପ୍ରଦାନ କରିଛନ୍ତି।

















