Friday, November 6, 2026
ADVERTISEMENT
Home ଆଞ୍ଚଳିକ କରୋନାର ସଚେତନ ପାଇଁ ବାଲିଗୁଡ଼ା ପୋଲିସଦ୍ୱାରା ମୁକ୍ତିଲାଭ ହେଲା ଏକ ଆଲବମ ଗୀତ

କରୋନାର ସଚେତନ ପାଇଁ ବାଲିଗୁଡ଼ା ପୋଲିସଦ୍ୱାରା ମୁକ୍ତିଲାଭ ହେଲା ଏକ ଆଲବମ ଗୀତ

383
ADVERTISEMENT

କନ୍ଧମାଳ ,୫/୪ ( ସୁରେଶ କୁମାର ପଣ୍ଡା):କନ୍ଧମାଳ ସାରାଦେଶରେ କରୋନା ଭାଇରସ ଦିନକୁ ଦିନ ବଢିଚାଲିଛି ଏହାର ମୁକାବିଲା ପାଇଁ ଦେଶରେ ଓ ରାଜ୍ୟରେ ଲକଡାଉନ ବ୍ୟବସ୍ଥା ହୋଇଛି ଏହି ଲକଡାଉନ ସଫଳ କରିବା ନିମନ୍ତେ ବାଲିଗୁଡ଼ା ପୋଲିସ ଦ୍ୱାରା ଏକ ଆଲବମ ଗୀତ ମୁକ୍ତିଲାଭ କରାଯାଇଛି ଏହି ଗୀତକୁ ଆଜି କନ୍ଧମାଳ ଆରକ୍ଷୀ ଅଧିକାରୀ ପ୍ରତୀକ ସିଂ ଶୁଭାରମ୍ଭ କରିଛନ୍ତି I ଏହି ଗୀତର ଲେଖକ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଥିବାବେଳେ ସଂଗୀତଗାନ କରିଛନ୍ତି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଗୀତ ମାଧ୍ୟମରେ କନ୍ଧମାଳ ଜିଲ୍ଲାରେ ପ୍ରତି ଗାଁ ଗାଁ ଓ ସାହିରେ ବଜେଇବା ସହ ଲୋକଙ୍କ ପାଖରେ ସଚେତନର ବାର୍ତ୍ତା ପହଞ୍ଚିବ ବୋଲି ଦୃଢ଼ ବିଶ୍ୱାସ କରାଯାଉଛି କରୋନା ସଚେତନ ପାଇଁ ତୃତୀୟ ଗୀତ ଲେଖିଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକାରୀ I

Advertisement