Thursday, September 24, 2026
ADVERTISEMENT
Home ଆଞ୍ଚଳିକ ୩୦ରୁ ୪୦ ଶ୍ରମିକଙ୍କୁ କାମରେ ଲଗାଇ ୩ଗିରଫ

୩୦ରୁ ୪୦ ଶ୍ରମିକଙ୍କୁ କାମରେ ଲଗାଇ ୩ଗିରଫ

512
ADVERTISEMENT

ଫୁଲବାଣୀ ୫/୪ (ପ୍ରଶାନ୍ତ କୁମାର ପାତ୍ର):କନ୍ଧମାଳ କରୋନା ପାଇଁ ସବୁ ପ୍ରକାର କାମ ବନ୍ଦ କରିବା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ହେଲେ ଏହାକୁ ନମାନି ଫିରିଙ୍ଗିଆ ବ୍ଲକ କେଳାପଡ଼ା ଗ୍ରାମରେ ୩୦ରୁ ୪୦ ଶ୍ରମିକ ଇଟା ଗଢୁଥିଲେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଞ୍ଚି ତଦନ୍ତ କରି ୩ ଜଣ ମାଲିକକୁ ଗିରଫ କରିଥିଲେ ଗିରଫ ହୋଇଥିବା ୩ଜଣ ହେଲେ ଜହନ ନାୟକ ବୟସ ୪୬, ଲୁରୁ ନାୟକ ବୟସ ୪୪, ଅନନ୍ତ ନାୟକ ବୟସ ୪0 ଦୋଳପଦା ସାହି କେଳାପଡ଼ା ଏମାନଙ୍କୁ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଏକ ମାମଲା ନମ୍ବର ୨୯ /୨୦ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି I

Advertisement