ଆସିକା,୩।୪( କାଳୁ ଚରଣ ପାତ୍ର) : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଲକ ଡାଉନ ସମୟରେ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ସତ୍ୟନାରାୟଣ ସ୍ୱାଇଁ ଲକ ଡାଉନକୁ ଆଜି ୯ଦିନ ଆସିକା ଏନ.ଏ.ସି ରେ କିଛି ନିରାଶ୍ରୟ ଓ ଭିକ୍ଷୁକ ଏବଂ ବୁଲା ପଶୁ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ ଏବଂ ଲୋକମାନଙ୍କୁ ସଚେତନତା କରିଥିଲେ ।


















