ସାନଖେମୁଣ୍ଡି,୦୨/୦୩(ଡ଼ି ଏଚ): ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଶ୍ଵନାଥପୁର ଗ୍ରାମରେ ବାସ କରୁଥିବା ମୋଚି ନାଇକ ସେ ଜଣେ ଦୃଷ୍ଟିହିନ ହୋଇଥିବା କାରଣରୁ ୬୦ ନମ୍ବର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଗଦାଧର ସ୍ୱାଇଁ ୨୫କି.ଗ୍ରା ଚାଉଳ ଏବଂ କିଛି ଆଳୁ ଏମିତି କିଛି ସାହାର୍ଯ୍ୟ କରିଥିଲେ। ଏହି କାରଣରୁ ସେହି ଗ୍ରାମର କିଛି ବ୍ୟକ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


















