Monday, November 9, 2026
ADVERTISEMENT
Home ଆଞ୍ଚଳିକ ନିୟମ ଭୁଲିଲେ କର୍ମଚାରୀ, ବିଗିଡିଲେ ଜିଲ୍ଲାପାଳ

ନିୟମ ଭୁଲିଲେ କର୍ମଚାରୀ, ବିଗିଡିଲେ ଜିଲ୍ଲାପାଳ

318
ADVERTISEMENT


କୁକୁଡାଖଣ୍ଡି , ୩୧/୦୩ (ଇ.ରଞ୍ଜନ) :  କରୋନାର ମୁକାବିଲା କରିବାପାଇଁ ତପ୍ତର କେନ୍ଦ୍ର ଓ ରାଜ୍ୟ ସରକାର।ଏହାର ସଫଳ ମୁକାବିଲା ନିମନ୍ତେ ଲକ୍ ଡାଉନ ଘୋଷଣା କରିଛନ୍ତି ଏବଂ ସବୁଠି ସାମାଜିକ ଦୂରତା ରକ୍ଷା କରିବା ପାଇଁ ମଧ୍ୟ ନିଦ୍ଧେଶ ଦେଇଛନ୍ତି।ରାଜ୍ୟ ସରକାର ବୃଦ୍ଧ ପେନସନ ହିତାଧିକାରୀ କଂ ପାଇଁ ମଧ୍ୟ ସେମାନକଂ ମାସିକ ପେନସନ ଟକାଂ ହିତାଧିକାରୀ କଂ ଘରେ ଯାଇ ପ୍ରଦାନ କରିବାକୁ ନିଦ୍ଧେଶ ଦେଇନ୍ତି।ତଳ ସ୍ତରରେ ସରକାରକଂ ଯୋଜନା ଯେପରି ସଠିକ ଭାବେ ହିତାଧିକାରୀକଂ ନିକଟରେ ପହଞିପାରିବ ।

କିନ୍ତୁ ଲକ ଡାଉନ କିଛିଦିନ ହିଁ ନିୟମ କୁ ସଠିକ ଭାବେ କାଯ୍ୟକଲେ ପରେ ନିୟମକୁ ଜଳାଞଳି ଦେଇଥିଲେ।ପ୍ରତିଗ୍ରାମରେ ଲୋକେ ନିୟମ ମାନୁନାହାନ୍ତି କେଉଁଠି ତାସ ଖେଳ ତ ଆଉ କେଉଁଠି ଭଲିବଲ ଖେଳ ଚାଲିଛି।ଯାହାକୁ ରୋକିପାରୁନି ପ୍ରଶାସନ।ଅନ୍ୟପଷେ ପ୍ରତିପଞାୟତରେ ଚାଲିଛି ଭତ୍ତା ବଣ୍ଟନ କାଯ୍ୟକ୍ରମ ।

ବ୍ଲକର କିଛି ସ୍ଥାନରେ ସରପଞ ଓ ସରକାରୀ କମଚାରୀ ମାନେ ହିତାଧିକାରୀକଂ ଘରକୁଯାଇ ଭତ୍ତା ପ୍ରଦାନ କରୁଛନ୍ତି, ଅନ୍ୟ କେତେକ ପଞାୟତରେ ହିତାଧିକାରୀ କୁଂ କୋଠଘର କିମ୍ବା ପଞାୟତ କାଯ୍ୟାଳକୁ ଆସିନେବାକୁ ବାଧ୍ୟ କରାଯାଉଛି।ମହୁଡା ପଞାୟତ କାଯ୍ୟାଳୟରେ ଶତାଧିକ ହିତାଧିକାରୀ ଧାଡିକରି ଖରାରେ ସାମାଜିକ ଦୂରତା ରଷାନକରି ଭତ୍ତାପାଇଁ ରହିଥିଲେ ବିଡିଓ କଂ ନିକଟରେ ଅଭିଯୋଗ ପରେ ଲୋକକୁଂ ସେଠୁ ପଠାଇଦେବାସହ ଘରକୁ ନେଇ ଭତ୍ତା ଦେବାକୁ ତାଗିତ୍ କରିଥିଲେ।

ଅନ୍ୟପଷେ ଆକୁଂଶପୁର ପଞାୟତର ଫାଦିରିପଲ୍ଲୀ ଗ୍ରାମରେ ଥିବା କୋଠଘର ନିକଟରେ ପଞାୟତ କମଚାରୀ ହିତାଧିକାରୀ କୁଂ ଗହଳି କରି ସାମାଜିକ ଦୂରତା ରଷାନକରି ଭତ୍ତା ବାଣ୍ଟୁଥିଲେ।ଜିଲ୍ଲାପାଳ ସେହିଗ୍ରାମଦେଇ ଯାଉଥିବା ବେଳେ ଏହା ଦେଖି ବିଗିଡିଯିବା ସହ ଦାୟିତ୍ବରେ ଥିବା ସରକାରୀ କମଚାରୀକୁଂ ତାଗିତ କରିଥିଲେ ଏବଂ ବିଡିଓକୁଂ ଏନେଇ ଅବଗତ କରାଇଥିଲେ ପୁଣି ଯେପରି ସାମାଜିକ ଦୂରତା ରଷା ନିୟମ ଭଗଂ ନହୁଏ।

Advertisement