Saturday, October 10, 2026
ADVERTISEMENT
Home ଆଞ୍ଚଳିକ ଗ୍ରାମର କିଛି ଭଦ୍ର ବ୍ୟକ୍ତି ସମସ୍ତ ଗ୍ରାମବାସୀଙ୍କୁ କରୋନା ସମ୍ପର୍କରେ ସଚେତନ

ଗ୍ରାମର କିଛି ଭଦ୍ର ବ୍ୟକ୍ତି ସମସ୍ତ ଗ୍ରାମବାସୀଙ୍କୁ କରୋନା ସମ୍ପର୍କରେ ସଚେତନ

318
ADVERTISEMENT

ଗଜପତି,୨୮ା୩ ( ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତର ଗାଇବା ଗ୍ରାମରେ ଗ୍ରାମବାସୀ ଏକତ୍ର ହୋଇ କରନାକୁ ନେଇ ସଚେତନା କରିଲେ। ଗାଇବା ଗ୍ରାମର ମୁଖ୍ୟ ରାସ୍ତା ଚାରଟି ପଞ୍ଚାୟତକୁ ଯୋଡ଼େ ସେହି ମୁଖ୍ୟ ରାସ୍ତା କୁ ବନ୍ଦ କରି ଗ୍ରାମ ବାସି ଜାନ ବାହାନ ରେ ଯିବା ଆସିବା କରୁଥିବା ଲୋକମାନଙ୍କୁ ସାବୁନରେ ହାତ ଧଇଁ ବାକୁ ଅନୁରଧ କଲେ। ଆଉ ଅତି ଆବଶ୍ୟକ ଜିନିଷ କିଣିବାକୁ କିମ୍ବା ଅସୁସ୍ଥତା ଥିଲେ ମେଡିକାଲ ଯିବା ପାଇଁ ପରାମର୍ଶ ଦେଲେ ଏହି ପରିସ୍ଥିତିରେ ଅଯଥାରେ ବୁଲା ବୁଲି ନ କରିବା ପାଇଁ ଅନୁରଧ କଲେ। ଆଉ ଆଖ ପାଖରେ ଥିବା ମଦ ବେପାରି ମାନଙ୍କୁ କଡ଼ା କୋଡ଼ି ଭାବରେ ଧମକ ଦେଲେ ଏହି ପରିସ୍ଥିତିରେ ମଦ ବେପାର ପୁରା ପୁରି ବନ୍ଦ ରହୁ କାରଣ ମଦ ପାଇଁ ଅନ୍ୟ ଗ୍ରାମର ଲୋକମାନେ ଆମ ଗାଁ କୁ ନ ଆସନ୍ତୁ ଗ୍ରାମରେ ବୁଲି ବୁଲି କି ଘରେ ଘରେ ରହିବା କୁ ଅନୁରଧ କଲେ। ଗ୍ରାମର ମୁଖିଆ ବିକ୍ରମ ପୂଜାରୀ, କୃଷ୍ଣଚନ୍ଦ୍ର ପାତ୍ର, ନୋରୋଶିଙ୍ଗ ବିଶୋଇ, ସହଦେବ ବେହେରା, ପର୍ଶୁରାମ, ରବାନା, ମୋଣ୍ଟୁ, କାନୁ,କୋଇଲାସ, ନିତେଇ ଓ ଜୀତୁ ଏମାନେ ଗ୍ରାମରେ ବୁଲି ବୁଲି କି କରନା ବିଷୟରେ ସଚେତନା କଲେ।

Advertisement