Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ଭୋକିଲା ପେଟକୁ ଖାଦ୍ୟ ଯୋଗାଇଲେ : ରଞ୍ଜନ

ଭୋକିଲା ପେଟକୁ ଖାଦ୍ୟ ଯୋଗାଇଲେ : ରଞ୍ଜନ

609
ADVERTISEMENT

କଟକ,୨୬/୦୩ (ଗୁରୁ ପ୍ରସାଦ) : ବର୍ତ୍ତମାନ ସାରା ଭାରତ ବର୍ଷରେ ଲକଡାଉନ ଚାଲିଛି । ଏହି ସମୟରେ କିଛି ଅସହାୟ ଲୋକମାନେ ଖାଇବା ପିଇବା ରେ ଅନେକ ଅସୁବିଧା ଭୋଗୁଛନ୍ତି। ସେହି ସମୟରେ ଆଜି କଟକ ମହାନଗର ନିଗମର ପୂର୍ବତନ ହେଲଥ ଚେୟାରରମ୍ୟାନ ରଞ୍ଜନ କୁମାର ବିଶ୍ବାଳ ସହାୟତାର ହାତ ବଢ଼ାଇଛି। କଟକ ଖାନନଗର ଅଞ୍ଚଳରେ ଥିବା ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ପ୍ୟାକେଟ ମାଧ୍ୟମରେ ବଣ୍ଟନ କରିଛନ୍ତି। ତାଙ୍କ ସହ ସହଯୋଗ କରିଥିଲେ ଜଗତଜ୍ୟୋତି ପଟ୍ଟନାୟକ ।

Advertisement