ବ୍ରହ୍ମପୁର,୨୪।୩(ଇ.ରଞ୍ଜନ) : ବ୍ରହ୍ମପୁର ମାରାତ୍ମକ କରୋନା ଭାଇରସ ଚୀନଦେଶର ଉତ୍ପତ୍ତି ହୋଇ ସାରା ବିଶ୍ୱକୁ ଚକାଜାମ କରି ଲୋକଙ୍କୁ ଆତଙ୍କିତ କରିବାରୁ କେନ୍ଦ୍ର ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିକୁ ନେଇ ଜନତାକର୍ଫ୍ୟୁ ପାଳନ କଲାବେଳେ ରାଜ୍ୟରେ କରୋନା ରୋଗୀ ଚି଼ହ୍ନଟ ହେବାରେ ଲାଗିଥିବାରୁ ରାଜ୍ୟସରକାର ଙ୍କ ପକ୍ଷ ରୁ ଲକଡାଉନକୁ କଡାକୋଡ଼ି ଭାବେ ପାଳନ ନିମନ୍ତେ ନିର୍ଦେଶ ଦେଇଛନ୍ତି ୨୩ତାରିଖ ଠାରୁ ୨୯ପର୍ଯ୍ୟନ୍ତ ୧ ସପ୍ତାହ ନିମନ୍ତେ ପାଳନ କରି ମହାମାରି କରୋନା ଚାଇନା ବଜ଼ାର ଚେନ ଠାରୁ ଲୋକଙ୍କୁ ଦୂରଗାମୀ ରହିବା ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଜାରିକରିଛନ୍ତି l ଗଞ୍ଜାମ ଜିଲ୍ଲାରେ ଲକଡାଉନ ନିମନ୍ତେ ସୋମବାର ବ୍ରହ୍ମପୁର ଟାଉନ ହୋଲ ପରିସରରେ ଏକ ସାମ୍ବାଦିକ ସମିଳନୀରେ ସର୍ବସାଧାରଣ ଙ୍କ ସୁରକ୍ଷାକୁ ଦୃଷ୍ଟିକୁ ନେଇ ଅବଗତ କରିଥିଲେ ଜିଲ୍ଲାରେ ସମସ୍ତ ଗାଡିମଟର ଉପରେ କଟକଣା ଜାରିକରି ବାର୍ତ୍ତାଦେଲେ ଯେଉଁ ଲୋକ ଅନାଆବଶ୍ୟକ ରେ ଗାଡି ଧରି ଘୁରିବୁଲେ ତାହାଲେ ବ୍ୟକ୍ତିଙ୍କ ଉପରେ ମୋଟାଅଙ୍କରେ ଜୋରିମାନା ଦେବାକୁ ପଡିବ l ଏବଂ ଯେଉଁ ବ୍ୟକ୍ତି ରାସନ ଗ୍ରସରି କିଣିବା ନିମନ୍ତେ ଯାଏ ସକାଳ ୭ଟା ରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ସାମଗ୍ରୀ କିଣିବା ନିମନ୍ତେ ଜଣେ ହିଁ ଯାଇପାରିବେ l ସନ୍ଧ୍ୟା ରେ ଯେଉଁ ବ୍ୟକ୍ତି ଅଯଥା ରେ ନବୁଲିବା ସହ ଘରଲୋକଙ୍କୁ ଘରଭିତରେ ସହଯୋଗ କରିବା ନିମନ୍ତେ ସୂଚନା ଦେଲେ l ହଟାତ ମେଡିକାଲ କେଶହେଲା ତାହା ହେଲେ ଯାଇପାରିବେ ଜିଲ୍ଲାର ସମସ୍ତ ପ୍ରଶାସନ ଅଧିକାରୀ କର୍ମଚାରି ଙ୍କୁ ଲକଡାଉନ ନିମନ୍ତେ ସଜାଗ ରହିବା ନିମନ୍ତେ ନିର୍ଦେଶ ଦେଇ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗ ବିଜ୍ଞପ୍ତି ଜାରିକରିଛନ୍ତି l


















