Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର କଟକ ବଡ଼ ଡାକ୍ତରଖାନାରେ ବିଚାରାଧୀନ କଏଦୀ ମୃତ

କଟକ ବଡ଼ ଡାକ୍ତରଖାନାରେ ବିଚାରାଧୀନ କଏଦୀ ମୃତ

451
ADVERTISEMENT

କଟକ ୩/୭ (ଡି.ଏଚ.ବି): ବୁଧବାର ଭୋରୁ ସକାଳେ ଏସ୍‌ସିବି ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍‌ପିଟାଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ମୃତ କଏଦୀ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ସୁନୀଲ ମୁଣ୍ଡା। ମଙ୍ଗଳବାର ରାତିରେ ଅତି ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝରରୁ ପ୍ରଥମେ ଏସ୍‌ସିବିର କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ନିଉ ମେଡିସନ୍‌ ଓ୍ଵାର୍ଡର ୭୦ ନମ୍ବର ବେଡ୍‌କୁ ନିଆଯାଇଥିଲା।

Advertisement