Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ୪ ଜଣ ଡକାୟତି ଗିରଫ

୪ ଜଣ ଡକାୟତି ଗିରଫ

384
ADVERTISEMENT

କଟକ,୧୨/୩(ବୁବା ଦାଶ) : ଡକାୟତି ଯୋଜନା ହେଲା ପଣ୍ଡ ଲଲବାଗ ଥାନା ପୋଲିସ ହାତରେ ଧରା ହେଲେ ୪ ଜଣ । ଚାନ୍ଦିନୀଚୌକ ରୋୟାଲ ଗାର୍ଡେନ ପଛପଟେ ଚାଲିଥିଲା ଯୋଜନା ଆଉ ଅତର୍କିତ ଚଢ଼ାଉ କରିଥିଲା ପୋଲିସ ଟିମ। ସେମାନଙ୍କର ନିକଟରୁ ବନ୍ଧୁକ, ଗୁଳି ସହ ମାରଣାସ୍ତ୍ର ମଧ୍ୟ ଜବତ । ଗିରଫ ମାନେ ହେଲେ ଚକୁଳି, ହାଡ଼ିଆ, ବାୟା ଓ ସାଗର ।

Advertisement