ବଲାଙ୍ଗୀର,୯/୩(ସୁନିଲ୍ ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷକଙ୍କ ଅଭାବ ଲାଗି ରହିଥିବାବେଳେ ବି.ଇ.ଡି କଲେଜ ଏବଂ ଇଗ୍ନୋଷ୍ଟଡି କେନ୍ଦ୍ରର ସ୍ଥିତିକୁ ନେଇ ଆଶଂକା ପ୍ରକାଶ ପାଇଛି । ଆଜି ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ପ୍ରତିବାଦ ଧର୍ମଘଟ କରାଯାଇଥିଲା ।

















