Thursday, November 5, 2026
ADVERTISEMENT
Home ଆଞ୍ଚଳିକ ବଲାଙ୍ଗୀରରେ ସଦ୍ୟଜାତ ଶିଶୁ କନ୍ୟାକୁ ଉଦ୍ଧାର

ବଲାଙ୍ଗୀରରେ ସଦ୍ୟଜାତ ଶିଶୁ କନ୍ୟାକୁ ଉଦ୍ଧାର

282
ADVERTISEMENT


ବଲାଙ୍ଗୀର,୯ା୩(ସୁନିଲ ତ୍ରିପାଠୀ): ଆନ୍ତର୍ଜାତିକ ମହିଳା ପାଳନ ଅବସରରେ ବଲାଙ୍ଗୀର ଠାରେ ଏକ ସଦ୍ୟଜାତ ଶିଶୁ କନ୍ୟାକୁ କେହିଁ ଜଣେ ମହିଳା ଜନ୍ମଦେଇ ତାହାର ନାଭିକୁ ହାତର ଛିଣ୍ଡାଇ ନାଳ ଭିତରେ ଫିଙ୍ଗି ଦେଇଥିବାବେଳେ ସମାଜ ସେବୀ ଆଲୋକ ଭାଇ ନାମକ ଜଣେ ବ୍ୟକ୍ତି କନ୍ୟାଟିକୁ ଉଦ୍ଧାର କରି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସା ପୂର୍ବରୁ ଆୟୁର୍ବେଦ ହସ୍ପିଟାଲର ମୁଖ୍ୟ ସେବିକା ଶିଶୁଟିକୁ ପରିସ୍କାର ପରିଚ୍ଛନ୍ନ କରିଥିଲେ ଏବଂ ପରେ ଶିଶୁସେବା ପ୍ରତିଷ୍ଠାନକୁ ଖବର ଦିଆଯାଇଥିଲା । ଶିଶୁଟି ବର୍ତ୍ତମାନ ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛି ଏବଂ ଭଲଅଛି ।

Advertisement