ଦାରିଙ୍ଗବାଡ଼ି,୦୭/୦୩ (ଜିତୁ ପାତ୍ର) : ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରବଳ ବର୍ଷା ପରେ ଅବସ୍ଥା ବେହାଲ ହୋଇପଡ଼ିଥିଲା। ବିଶେଷକରି ପଞ୍ଚାୟତ ଅଧୀନରେ ରହିଥିବା ସମସ୍ତ ଡ୍ରେନ ଜାମ୍ ଯୋଗୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ରାସ୍ତା ଉପରେ ପ୍ରବାହିତ ହେଉଥିଲା। ଅଳିଆ ଆବର୍ଜନା ଆସି ରାସ୍ତା ଉପରେ ପଡିରହିଥିଲା
















