ବଲାଙ୍ଗୀର,୭।୩(ସୁନୀଲ ତିପାଠୀ): ପ୍ରବଳ ଝଡ଼ ବର୍ଷା ଲାଗି ରହିଥିବାବେଳେ ବଲାଙ୍ଗୀର ଜିଲ୍ଲ। ଲୋଇସିଂହା ନିକଟ ବୁରଡ଼ା ଗ୍ରାମରେ ବାଉଁଶ ବୁଦା ଢଳିପଡି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ତିନି ଜଣ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି l ଏପର୍ଯ୍ୟନ୍ତ ସବିଶେଷ ବିବରଣୀ ହସ୍ତଗତ ହୋଇ ନାହି ।


















