ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବସ୍

226
ADVERTISEMENT

ଜୟପୁର, ୧/୭(ଡ଼ି ଏଚ ବି ) : ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦବରୀ ଜିଲ୍ଲାରେ ଓଡିଶା ବସ ଦୁର୍ଘଟଣାଗ୍ରସ୍ତ । ହାଇଦ୍ରାବାଦରୁ ଜୟପୁର ଆସୁଥିଲା ଗୁପ୍ତା ନାମକ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା । ଫଳରେ ଦୁର୍ଘଟଣାରେ ଜଣେ ଯାତ୍ରୀ ଗୁରୁତର ହେବାସହ ଅନ୍ୟ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ।

Advertisement