Friday, November 6, 2026
ADVERTISEMENT
Home ଆଞ୍ଚଳିକ ଡ଼ା. କେ. ଏମ. ପାଠୀଙ୍କ ଦ୍ୱାରା ଆସନ୍ତା ୧୯ତାରିଖରେ ବି.ଏମେ.ଡି ପରୀକ୍ଷା ମାଗଣାରେ...

ଡ଼ା. କେ. ଏମ. ପାଠୀଙ୍କ ଦ୍ୱାରା ଆସନ୍ତା ୧୯ତାରିଖରେ ବି.ଏମେ.ଡି ପରୀକ୍ଷା ମାଗଣାରେ ହେବ

377
ADVERTISEMENT

ବ୍ରହ୍ମପୁର, ୧୮/୨(ଡିଏଚ): ଡ଼ା. କେ. ଏମ. ପାଠୀ ଆସନ୍ତା ତା ୧୯.୨.୨୦୨୦ ରିଖରେ ନିଜ ଘର କାଳୀ ମନ୍ଦିର ନିକଟ, ନୂଆ ବସଷ୍ଟାଣ୍ଡ ଠାରେ ସକାଳ ୯ ଘଣ୍ଟା ସମୟରେ ବି.ଏମେ.ଡି ପରୀକ୍ଷା ମାଗଣାରେ ହେବ I ସମସ୍ତ ବରିଷ୍ଟ ନାଗରିକ ଓ ଅନ୍ୟ ଯିଏ ଚାହିଁବେ ଆସି ନିଜର ଆଣ୍ଠୁ ଗଣ୍ଠି ପରୀକ୍ଷା କରିବା ସହିତ ୟୁରିଆ ପରୀକ୍ଷା କରିବା ପାଇଁ ଅନୁରୋଧ କରିଚନ୍ତି ସଭାପତି

Advertisement