Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର ମହାପ୍ରଭୁଙ୍କ ଘଣାଲାଗି ଓ ଖଳି ବିଜେ ନୀତି

ମହାପ୍ରଭୁଙ୍କ ଘଣାଲାଗି ଓ ଖଳି ବିଜେ ନୀତି

320
ADVERTISEMENT

ପୁରୀ,୧/୭ (ଡ଼ିଏଚବି): ଆଜି ତ୍ରୟୋଦଶୀରେ ଶ୍ରୀଜିଉଙ୍କର ଘଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହେବ। ଆଜିଠାରୁ ଦତ୍ତ ମହାପାତ୍ର ସେବକମାନେ ଅଣସର ଘରେ ବନକଲାଗି ପ୍ରକ୍ରିୟା ଆରମ୍ଭ କରିବେ। ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ତା’ପରଦିନ ଉଭା ଅମାବାସ୍ୟା ହୋଇଥିବାରୁ ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ତେଣୁ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ, ତା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Advertisement