ଟ୍ରକ୍‌ ଅମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୨ ମୃତ ଓ ୪ ଗୁରୁତର

481
ADVERTISEMENT

ଜଳେଶ୍ୱର,୧/୭ (ଡ଼ି ଏଚ ବି) :ରାଜ୍ୟର ସୀମାନ୍ତବର୍ତ୍ତୀ ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରେ ପଶ୍ଚିମବଙ୍ଗରୁ ରୋଗୀ ନେଇ କଟକ ଆସୁଥିବା ଆମ୍ବୁଲାନ୍ସ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଆମ୍ବୁଲାନ୍ସରେ ଥିବା ୨ ଜଣଙ୍କ ମୃତ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

Advertisement