
ବ୍ରହ୍ମପୁର,୧୬/୨(ସାହେବ ନାୟକ) : ବ୍ରହ୍ମପୁର ଉପକଣ୍ଠ ଖଜୁରୀୟା(ଫୁଲଟା) ସ୍ଥିତ ବିଦ୍ୟାଭାରତୀ ଶିଶୁ ମନ୍ଦିର ଠାରେ ଅଷ୍ଟାଦଶ ବାର୍ଷିକ ଉତ୍ସବ ହୋଇଯାଇଛି I ଏଥିରେ ସଂମାନିତ ଅତିଥି ଭାବେ ରଙ୍ଗେଇଲୁଣ୍ଡI ବ୍ଲକ ଅଧକ୍ଷI ଶ୍ରୀମତୀ ସିଏଚ ଉଷାରାଣି, ସ୍କୁଲର ପ୍ରଧାନ ଆଚାର୍ୟ୍ୟ ସାଗରିକ। ପ୍ରଧାନ, ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ I

ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଦ୍ୱରା ଛାତ୍ରଛାତ୍ରୀ ମାନଙ୍କସଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ I ଅତିଥିଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତା କ୍ଷେତ୍ରରେ କୃତି ପ୍ରତି ଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା I


















