Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଉଚ୍ଚତମ ନ୍ୟାୟାଳୟରେ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସଞ୍ଜୀବ କୁମାର ପାଣିଗ୍ରାହୀ

ଉଚ୍ଚତମ ନ୍ୟାୟାଳୟରେ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସଞ୍ଜୀବ କୁମାର ପାଣିଗ୍ରାହୀ

299
ADVERTISEMENT

ବଲାଙ୍ଗୀର,୧୨/୨( ଦେବବ୍ରତ ଗୁରୁ): ବଲାଙ୍ଗୀର ମାଟିର ସୁପୁତ୍ର ଶ୍ରୀଯୁକ୍ତ ସଞ୍ଜୀବ କୁମାର ପାଣିଗ୍ରାହୀ ଓଡ଼ିଶାର ଉଚ୍ଚତମ ନ୍ୟାୟାଳୟରେ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରୁଛନ୍ତି। ଆଜି ତାଙ୍କ ଜନ୍ମମାଟି ବଲାଙ୍ଗୀର ଗର୍ବିତ ।

Advertisement