ଆଞ୍ଚଳିକବଲାଙ୍ଗୀର ତହସିଲଦାରଙ୍କୁ ନିବେଦନ କରିଛନ୍ତି ୟୁଥ୍ ଏକ୍ସନ କମିଟି By Dunia Halchal - February 12, 2020 280 Share FacebookXPinterestWhatsApp ADVERTISEMENT ବଲାଙ୍ଗୀର,୧୨/୨( ଦେବବ୍ରତ ଗୁରୁ): ବଲାଙ୍ଗୀର ତହସିଲଦାରଙ୍କ କାର୍ଯ୍ୟାଳୟରେ ବାଏପାସ ରାସ୍ତା ନିର୍ମାଣର ଜମି ଅଧିଗ୍ରହଣ ଅଧିକାରୀ ଥିବା ହେତୁ ତହସିଲଦାରଙ୍କୁ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବଲାଙ୍ଗୀର ୟୁଥ୍ ଏକ୍ସନ କମିଟି ତରଫରୁ ନିବେଦନ କରାଯାଇଛି । Advertisement